Home Tags Odia

Tag: odia

ଦକ୍ଷିଣ ଭାରତର କୋଟି ଲିଙ୍ଗେଶ୍ବର ମନ୍ଦିରରେ ପୂରଣ ହୋଇଯାଏ ସବୁ ମନୋସ୍କାମନା

ଆମ ଦେଶରେ ସମସ୍ତ ଦେବା-ଦେବୀଙ୍କୁ ଅଦ୍ଭୁତ ଓ ସ୍ବତନ୍ତ୍ର ମନ୍ଦିର ବହୁ ସ୍ଥାନରେ ରହିଛି। ସମସ୍ତ ମନ୍ଦିରରେ କୌଣସି ନା କୌଣସି ଅଦ୍ଭୁତ କଥା ଦେଖିବାକୁ ମିଳିଛି। ଦକ୍ଷିଣ ଭାରତରେ ଆପଣ ଏଭଳି...

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ଜିନିଷ ଘରେ ରହିବା କାରଣରୁ ଅଶୁଭ​‌ ଫଳ ପ୍ରଦାନ କରିଥାଏ।

ଜ୍ୟୋତିଷଶାସ୍ତ୍ରୀଙ୍କ କହିବା ଅନୁସାରେ ଘରେ ରଖାଯାଇଥିବା କିଛି ଜିନିଷ ଅଶୁଭ​‌ ଫଳ ପ୍ରଦାନ କରିଥାଏ। ଏହି ଜିନିଷ ଘରେ ରହିବା କାରଣରୁ ମଣିଷ ଅଡୁଆରେ ପଡିଥାଏ। ତେବେ ଆସନ୍ତୁ ଜାଣିବା ଏହି ସବୁ...

ଘରର ପାଣି ଟାଙ୍କି କେଉଁଠି ରଖିବା ଦ୍ୱାରା ଶୁଭ ଫଳ ପ୍ରଦାନ କରିଥାଏ

ଘର କରିବା ବେଳେ ପ୍ରାୟତଃ ସମସ୍ତେ ପାଣି ଟାଙ୍କି ଛାତ ଉପରେ ବନାଇଥା’ନ୍ତି। ହେଲେ ଅନେକ ପାଣି ଟାଙ୍କି ନିର୍ମାଣ କରିବା ବେଳେ  ବାସ୍ତୁକୁ ପ୍ରାୟତଃ ଧ୍ୟାନ ଦେଇ ନଥା’ନ୍ତି। ତା’ହେଲେ ଆସନ୍ତୁ...

ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଖାନ୍ତୁ ଏହି ସବୁ ପୋଟାସିଅମ ଯୁକ୍ତ ଖାଦ୍ୟ

     ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପୋଟାସିଅମର ଭୂମିକା ବେଶ୍‌ ମହତ୍ତ୍ୱପୂର୍ଣ୍ଣ।  ଏଥିରେ ଥିବା ମାଇକ୍ରୋନ୍ୟୁଟ୍ରିଏଣ୍ଟ ଶରୀରରେ ସୋଡିୟମର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ରକ୍ତ କଣିକା ଉପରେ...

କରୋନା ଟୀକା କେମିତି ମାଗଣା ପାଇବେ ଏବଂ ଏଥିପାଇଁ କେମିତି ରେଜିଷ୍ଟସନ କରିବେ...

ସରକାରୀ ଡାକ୍ତରଖାନାଗୁଡ଼ିକରେ କରୋନାଭାଇରସ୍ ଟିକା ମାଗଣାରେ ଦିଆଯାଉଥିବାବେଳେ ଘରୋଇ Hospital ରେ ଏଥିପାଇଁ କିଛି ଅର୍ଥ ଦେବାକୁ ପଡିବ | ଏହି ପର୍ଯ୍ୟାୟରେ, 60 ରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଏବଂ...

ଖୁସି ଖବର , ଏ ବର୍ଷ ଇପିଏଫ ସୁଧହାର ଅପରିବର୍ତ୍ତିତ|

ନୂଆଦିଲ୍ଲୀ:  କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଜମା ରାଶି ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଏହାର ଅର୍ଥ ଇପିଏଫ ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ଜମା ରାଶି ଉପରେ ୮.୫%...

ଆକାଶସୀମା ବ୍ୟବହାର କରିବାକୁ ପାକିସ୍ତାନ କୁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ଏହାର ଏୟାରସ୍ପେସ ବ୍ୟବହାର କରିବାକୁ ଅନୁମତି ଦେଇଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ...

ଋଣବୋଝ ୧.୦୬ଲକ୍ଷ କୋଟି ଟପିବ, ଯାହାକି ରାଜ୍ୟ ଜିଡିପିର ୨୦.୯ ପ୍ରତିଶତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ରାଜ୍ୟର ଗୋଲାପି ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିଛି। ଯାହାକି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପରେ ପ୍ରତିଫଳିତ ହୋଇଛି। ରାଜ୍ୟ ସରକାର ୪୪ ହଜାର ୪୦୦...

ହ୍ଵାଟସଆପର ନୂଆ ଗାଇଡଲାଇନ୍ ଅନୁଯାଇ , ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ

ନୂଆ ପ୍ରାଇଭେସି ପଲିସିର ଅପଡେଟ୍ ତାରିଖ ମେ’ ୧୫ ଯାଏ ବଢ଼ାଇଛି ହ୍ୱାଟସଆପ୍। ନୂଆ ପ୍ରାଇଭେସି ପଲିସି ଆଣିବା ପରେ ଏହି ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ କ୍ରମାଗତ ଭାବରେ ବିରୋଧର ସମ୍ମୁଖୀନ...

ଜେଫ୍ ବେଜୋସଙ୍କୁ ପଛରେ ପକାଇ ପୁଣି ବିଶ୍ୱର ଧନୀ ବ୍ୟକ୍ତି ହେଲେ ଏଲୋନ ମସ୍କ

ନୂଆଦିଲ୍ଲୀ ୧୯/୨: ଆମେରିକୀୟ କାର୍ ନିର୍ମାତା କମ୍ପାନୀ ଟେସଲା ଓ ସ୍ପେଶଏକ୍ସର ମାଲିକ ଏଲନ ମସ୍କ ପୁଣି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି । ୨ ଦିନ ପୂର୍ବରୁ ଏଲନ ମସ୍କଙ୍କୁ...